CLASS-X

Here, You will get all the Previous YouTube Class-X Links. i.e. from 21.06.2021 . It will help you for students to make their revision.

ବର୍ତ୍ତମାନର ଏହି କୋଭିଡ୍ ସହ ମୁକାବିଲା କରିବା ସମୟରେ ଛାତ୍ର/ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଆମ ଦେଶର ସମସ୍ତ ସ୍କୁଲ/କଲେଜ ଗୁଡିକୁ ଛାତ୍ର/ଛାତ୍ରୀଙ୍କ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରଖା ଯାଇଛି  ।  ତଥାପି ପିଲାମାନଙ୍କ ଭବିଶ୍ୟତକୁ ଧ୍ୟାନରେ ରଖି ଆମ ରାଜ୍ୟ ସରକାର ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷା ଦେବା ଭଳି ଏକ ଅଭିନବ ପ୍ରୟାସଟି ତା:୨୧।୦୬।୨୦୨୧ରିଖରେ ଶୁଭାରମ୍ଭ କରିଛନ୍ତି । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଆଟେ । 

ହଁ, ଏହା ନିରାଟ ସତ୍ୟ ଯେ, ଆମ ରାଜ୍ୟର କିଛି ପିଲା ୟୁଟୁବ୍ ଲାଇଭ୍ କ୍ଳାସ ଦ୍ୱାରା ଉପକୃତ ହେଲାବେଳେ ଅନେକଙ୍କ ଠାରେ ଏହା ଅପହଞ୍ଚ । ୟୁଟୁବ୍ ଲାଇଭ୍ କ୍ଳାସରୁ ବଞ୍ଚିତ ପିଲାମାନଙ୍କ ପାଇଁ ପରବର୍ତ୍ତି ଯେକୌଣସି ସମୟରେ ୟୁଟୁବ୍ ର ସେହି ପୁର୍ବ କ୍ଳାସ୍ ଯଦି ଦେଖିବାକୁ ଇଛାକରନ୍ତି, ତାହାହେଲେ ୟୁଟୁବ୍‌ରେ ଆବଶ୍ୟକ ଲିଙ୍କ ଖୋଜିବା ତାଙ୍କ ପାଇଁ କାଠିଘର ପାଠ ।

ଏହି ଅସୁବିଧାକୁ ଦୂର କରିବା ତଥା ଆମ ଶିକ୍ଷକ ବନ୍ଧୁ ମାନଙ୍କୁ ତାଙ୍କ ପିଲାମାନଙ୍କୁ ଫିଡ୍‌ବ୍ୟାକ୍‌ ଦେବା ସମୟରେ  ଶ୍ରେଣୀ ଶିକ୍ଷକ ମାନେ ସମୟ ଅପଚୟ ନ କରି ଆବଶ୍ୟକ ଲିଙ୍କରେ ତତ୍‌କ୍ଷଣାତ୍ ପହଞ୍ଛିବା ଲକ୍ଷରେ ନିମ୍ନରେ ତା: ୨୧।୦୬।୨୦୨୧ ରିଖ ଠାରୁ ଅଦ୍ୟାବଧି ସମସ୍ତ ଦଶମ ଶ୍ରେଣୀର ୟୁଟ୍ୟୁବ୍ ଲିଙ୍କ ଗୁଡିକୁ ସଜାଡି ରଖା ଯାଇଛି ।

ଆଶାକରେ ଏହା ଆପଣଙ୍କ କାର୍ଯ୍ୟରେ ନିଶ୍ଚିତ ଲାଗିବ ।

CLASS-X

MIL(ODIA)-SAHITYA SINDHU

MATHEMATICS

GENERAL SCIENCE

SOCIAL SCIENCE

error: Content is protected !!