Contents-Table
ToggleWEEKLY ASSESSMENT FOR CLASS 10TH
The weakly assessment questions are prepared by the Following Teachers for our students of Class 10th
Smt. Swapna Rani Rath
ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ମୁଁ ଶ୍ରୀମତୀ ସ୍ବପ୍ନା ରାଣୀ ରଥ, ତୁମର ମାତୃଭାଷା (ସାହିତ୍ୟ) ଶିକ୍ଷୟିତ୍ରୀ। ତୁମେ ପ୍ରତିଦିନ YouTube ମାଧ୍ୟମ ରେ ଯେଉଁ ସାହିତ୍ୟ କ୍ଲାସ୍ ଗୁଡିକ ଦେଖି ଅଧ୍ୟୟନ କରୁଛ , ତାକୁ ନେଇ ଏକ ପାକ୍ଷିକ ଆକଳନ ଫର୍ଦ୍ଦ ପ୍ରସ୍ତୁତ କରିଛି। ଏହାର ଉତ୍ତର କରିବା ପାଇଁ ତଳେ ଦିଆଯାଇ ଥିବା Link କୁ କ୍ଲିକ୍ କର।
Smt. Sasmita Kumari Subudhi
ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ମୁଁ ଶ୍ରୀମତୀ ସସ୍ମିତା କୁମାରୀ ସୁବୁଦ୍ଧି , ତୁମର ଗଣିତ ଶିକ୍ଷୟିତ୍ରୀ । ତୁମେ ପ୍ରତିଦିନ YouTube ମାଧ୍ୟମ ରେ ଯେଉଁ Video କ୍ଲାସ୍ ଗୁଡିକ ଦେଖି ଗଣିତ ଶିଖୁଛ , ତାକୁ ନେଇ ମୁଁ ଏକ ପାକ୍ଷିକ ଆକଳନ ଫର୍ଦ୍ଦ ପ୍ରସ୍ତୁତ କରିଛି। ଏହାର ଉତ୍ତର କରିବା ପାଇଁ ତଳେ ଦିଆଯାଇ ଥିବା Link କୁ କ୍ଲିକ୍ କର।
Click here for MATH Assessment
Sri Rabindranath Tamarapu
ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ମୁଁ ଶ୍ରୀ ରବୀନ୍ଦ୍ରନାଥ ତାମରାପୁ, ତୁମର ବିଜ୍ଞାନ ଶିକ୍ଷକ। ତୁମେ ପ୍ରତିଦିନ YouTube ମାଧ୍ୟମ ରେ ଯେଉଁ ବିଜ୍ଞାନ କ୍ଲାସ୍ ଗୁଡିକ ଦେଖି ଅଧ୍ୟୟନ କରୁଛ , ତାକୁ ନେଇ ଏକ ପାକ୍ଷିକ ଆକଳନ ଫର୍ଦ୍ଦ ପ୍ରସ୍ତୁତ କରିଛି। ଏହାର ଉତ୍ତର କରିବା ପାଇଁ ତଳେ ଦିଆଯାଇ ଥିବା Link କୁ କ୍ଲିକ୍ କର।
Click here for G.Sc Assessment
Smt. Minaka Lalita
ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ମୁଁ ଶ୍ରୀମତୀ ମିନାକା ଲଳିତା , ତୁମର ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ । ତୁମେ ପ୍ରତିଦିନ YouTube ମାଧ୍ୟମ ରେ ଯେଉଁ ଇତିହାସ/ଭୁଗୋଳ କ୍ଲାସ୍ ଗୁଡିକ ଦେଖି ଅଧ୍ୟୟନ କରୁଛ , ତାକୁ ନେଇ ଏକ ପାକ୍ଷିକ ଆକଳନ ଫର୍ଦ୍ଦ ପ୍ରସ୍ତୁତ କରିଛି। ଏହାର ଉତ୍ତର କରିବା ପାଇଁ ତଳେ ଦିଆଯାଇ ଥିବା Link କୁ କ୍ଲିକ୍ କର।